Meaning : ଦକ୍ଷିଣ ଭାରତର ଗୋଟିଏ ପର୍ବତ
							Example : 
							ମଳୟଗିରି ଆଡ଼ୁ ଆସୁଥିବା ପବନକୁ ମଳୟାନିଳ କୁହାଯାଏ
							
Translation in other languages :
Meaning : ଡାଳଚିନି ଜାତିର ଏକ ପ୍ରକାରର ବହୁତ ଉଚ୍ଚ ଓ ବଡ଼ ଗଛ
							Example : 
							ବିଶେଷ କରି କାମରୂପ, ଆସାମ ଏବଂ ଦାର୍ଜିଲିଂରେ ମଳୟଗିରି ମିଳିଥାଏ
							
Translation in other languages :
Any of various aromatic trees of the laurel family.
laurel