Meaning : ଜୋତାର ତଳ ସିଲେଇ କରିବାପାଇଁ ବ୍ୟବହାର ହେଉଥିବା ଏକ ପ୍ରକାର ଉପକରଣ
							Example : 
							ମୋଚି ମଝୋଲାରେ ଜୋତାର ତଳ ସିଲେଇ କରୁଛି
							
Translation in other languages :
Meaning : ଚମଡ଼ାର ରାଡ଼ୁରାଡ଼ୁଆ ଗୁଣ ଦୂର କରିବାପାଇଁ ବ୍ୟବହୃତ କାଠ ମୁଠା ଲାଗିଥିବା ଏକ ହତିଆର
							Example : 
							ମୋଚି ମଝୋଲାରେ ଚମଡ଼ାକୁ ରଗଡ଼ୁଛି
							
Translation in other languages :
लकड़ी का दस्ता लगा वह औजार जिससे चमड़े का खुर-खुरापन दूर किया जाता है।
मोची मझेले से चमड़े को रगड़ रहा है।