Meaning : ଦୁଇଟି ବିନ୍ଦୁ ମଝିରେ ଥିବା ସ୍ଥାନ ବା ସମୟ
							Example : 
							କାର୍ଯ୍ୟ ମଝିରେ ସେ ଘରକୁ ଚାଲିଗଲା
							
Synonyms : ଅନ୍ତରାଳ
Translation in other languages :
Meaning : କୌଣସି ଲମ୍ବା ବସ୍ତୁର ମଧ୍ୟ ଭାଗ
							Example : 
							କୃଷକ ଘଣା ମଝିରେ ବେଡ଼ି କାଠ ବାନ୍ଧିଦେଲା
							
Synonyms : ମଝିଭାଗ
Translation in other languages :
Meaning : ହାତମଝିର ଆଙ୍ଗୁଠି
							Example : 
							ମଝି ଆଙ୍ଗୁଠି ହାତର ସବୁଠାରୁ ଲମ୍ବା ଆଙ୍ଗୁଠି
							
Translation in other languages :
The second finger. Between the index finger and the ring finger.
middle fingerMeaning : ମଧ୍ୟ ଭାଗ ବା ସ୍ଥାନ
							Example : 
							ଘରର ମଝିରେ ଅଗଣା ଅଛି
							
Translation in other languages :
Meaning : ଯାହା କୌଣସି ବସ୍ତୁ, ସ୍ଥାନଆଦିର ମଝିରେ ଅବସ୍ଥିତ
							Example : 
							ଆଜିକାଲି ଭାରତର ମଧ୍ୟବର୍ତ୍ତୀ ଭାଗରେ ମୂଷଳ ଧାରାରେ ବର୍ଷା ହେଉଛି
							
Synonyms : ଅନ୍ତବର୍ତ୍ତୀ, ମଧ୍ୟ, ମଧ୍ୟବର୍ତ୍ତୀ
Translation in other languages :
Being neither at the beginning nor at the end in a series.
Adolescence is an awkward in-between age.