Meaning : ମିଠାଳିଆ ନିମ୍ବ ପତ୍ର
							Example : 
							ଭୁରୁସୁଙ୍ଗ ପତ୍ର ପକାଇଲେ ତରକାରି ସ୍ୱାଦିଷ୍ଟ ହୋଇଥାଏ
							
Synonyms : ଭୁର୍ସୁଙ୍ଗ
Translation in other languages :
Meaning : ମଧ୍ୟମ ଧରଣର ଏକ ଗଛ ଯାହାର ପତ୍ରଗୁଡ଼ିକ ମସଲା, ଔଷଧ ଆଦି ରୂପେ ବ୍ୟବହାର ହୁଏ
							Example : 
							କଡ଼ିକୁ ସ୍ୱାଦିଷ୍ଟ କରିବାପାଇଁ ସେଥିରେ ଭୁରୁସୁଙ୍ଗ ପତ୍ର ପକାଯାଏ
							
Synonyms : ଭୁର୍ସୁଙ୍ଗ
Translation in other languages :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
tree