Meaning : କାହା ସମ୍ମୁଖରେ କିଛି ବିଶେଷ ବିଷୟ ମୌଖିକ ରୂପେ ବର୍ଣ୍ଣନା କରିବା
							Example : 
							ଆଜି ଦଶଟା ବେଳେ ଶିକ୍ଷକଙ୍କର ଅଭିଭାଷଣ ଅଛି
							
Translation in other languages :
A speech that is open to the public.
He attended a lecture on telecommunications.Meaning : ସମ୍ବୋଧିତ କରିବାର କ୍ରିୟା
							Example : 
							ଆଜିକାଲିର ନେତାମାନଙ୍କର ଭାଷଣର ଶବ୍ଦ ଫମ୍ପା
							
Synonyms : ସମ୍ବୋଧନ
Translation in other languages :
Meaning : ବୟାନ ଦେବାର କ୍ରିୟା ବା ଭାବ
							Example : 
							ମନ୍ତ୍ରୀଙ୍କର ଭାଷଣରେ କେହି ସନ୍ତୁଷ୍ଟ ହେଲେନାହିଁ
							
Translation in other languages :
Meaning : ବହୁତ ଲୋକଙ୍କ ସାମନାରେ କୌଣସି ବିଷୟର ସବିସ୍ତୃତ କଥନ
							Example : 
							ଗାନ୍ଧିଜୀଙ୍କ ଭାଷଣ ଶୁଣିବା ନିମନ୍ତେ ଦୂର ଦୂରାନ୍ତରରୁ ଲୋକ ଆସୁଥିଲେ
							
Translation in other languages :
A speech that is open to the public.
He attended a lecture on telecommunications.