Meaning : ଜନ୍ତୁମାନଙ୍କ ଶରୀରର ଉପରଭାଗରେ ଯେଉଁ ସ୍ଥାନରେ ଲୋମଗୁଡ଼ିକ ଏକ କେନ୍ଦ୍ରବିନ୍ଦୁରେ ବିଶେଷଭାବେ ବୁଲିକରି ଥାଏ
							Example : 
							ଭଉଁରି ଶୁଭ ଓ ଅଶୁଭର ପରିଚାୟକ
							
Translation in other languages :
Meaning : ତରଳ ପଦାର୍ଥରୁ ତିଆରି ହୋଇଥିବା ପବନ ଭର୍ତ୍ତି ବୁନ୍ଦା
							Example : 
							ମାନବ ଜୀବନ ପାଣିର  ବୁଦ୍ବୁଦ୍ ଭଳି
							
Synonyms : ପାଣିଫୋଟକା, ବୁଦ୍ବୁଦ୍
Translation in other languages :
A hollow globule of gas (e.g., air or carbon dioxide).
bubble