Meaning : ଗୋଟିଏ ଦାମିକା ରତ୍ନ ଯାହାକୁ ନବରତ୍ନ ମଧ୍ୟରେ ଗଣନା କରାଯାଏ
							Example : 
							କେତୁଗ୍ରହ ପ୍ରଭାବରୁ ରକ୍ଷା ପାଇବାପାଇଁ ସେ ବୈଦୂର୍ଯ୍ୟ ମଣି ପିନ୍ଧିଛି
							
Synonyms : କେତୁରତ୍ନ, ନୀଳକାନ୍ତ ମଣି, ବୈଦୂର୍ଯ୍ୟ
Translation in other languages :
Any of various gems (as chrysoberyl or chalcedony) that reflect light when cut in a rounded shape.
cat's eye