Meaning : ବିମୁଖ ହେବାର ଅବସ୍ଥା ବା ଭାବ
							Example : 
							ପରିବାର ପ୍ରତି ତାଙ୍କର ବିମୁଖତା ଚିନ୍ତାର ବିଷୟ
							
Synonyms : ଅପ୍ରସନ୍ନତା, ପ୍ରତିକୂଳତା, ସ୍ପୃହାହୀନତା
Translation in other languages :
The trait of lacking enthusiasm for or interest in things generally.
apathy, indifference, numbness, spiritlessness