Meaning : ଖାଦ୍ୟ ହଜମ ହେଉନଥିବା ରୋଗ
							Example : 
							ଅଜୀର୍ଣ୍ଣରେ ହଇରାଣ ହୋଇ ସୋହନକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଲା  ଅଜୀର୍ଣ୍ଣରୁ ରକ୍ଷା ପାଇବାପାଇଁ ଆମର ସୁପାଚ୍ୟ ଖାଦ୍ୟ ଖାଇବା ଉଚିତ୍
							
Synonyms : ଅଜୀର୍ଣ୍ଣ, ମନ୍ଦାଗ୍ନି
Translation in other languages :
A disorder of digestive function characterized by discomfort or heartburn or nausea.
dyspepsia, indigestion, stomach upset, upset stomach