Meaning : ମୁଣ୍ଡରେ ଗୁଡ଼େଇହୋଇ ବନ୍ଧା ହୋଇଥିବା ଲମ୍ବା ଲୁଗା
							Example : 
							ସେ ଖରାରେ କାମ କରିବା ସମୟରେ ମୁଣ୍ଡରେ ଠେକା ଭିଡ଼େ
							
Translation in other languages :
Meaning : ବର୍ଷା,ବାୟୁର ଶୁଷ୍କତା ଓ ଆର୍ଦ୍ରତା ତଥା ପ୍ରବାହ ଆଦି ଦୃଷ୍ଟିକୋଣରୁ କୌଣସି ସ୍ଥାନର ବାତାବରଣ ବିଭିନ୍ନ ସମୟରେ ପରିବର୍ତ୍ତନ ହେବାର ଅବସ୍ଥା
							Example : 
							ଆଜିର ପାଗ ଅତ୍ୟନ୍ତ ଆନନ୍ଦଦାୟକ
							
Synonyms : ପାଣିପାଗ
Translation in other languages :