Meaning : ଦଶରେ ପାଞ୍ଚ ମିଶିଲେ ମିଳୁଥିବା ସଂଖ୍ୟା
							Example : 
							ଆଠ ଓ ସାତ ମିଶି ପନ୍ଦର ହୁଏ
							
Synonyms : ୧୫
Translation in other languages :
Meaning : କୌଣସି ଇଂରେଜୀ ମାସର ପଞ୍ଚଦଶତମ ଦିନରେ ପଡ଼ୁଥିବା ତାରିଖ
							Example : 
							ଏମାସ ପନ୍ଦର ତାରିଖଠାରୁ ମୁଁ କାମ କରିବାକୁ ଯିବି
							
Synonyms : ପନ୍ଦର ତାରିଖ