Meaning : ଲୁହାରେ ତିଆରି ହୋଇଥିବା ଏକ ପ୍ରକାର ବାଣ
							Example : 
							ଶିକାରୀ ନାରାଚର ଫଳକକୁ ପଜାଉଛି
							
Translation in other languages :
A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.
arrowMeaning : ଗୋଟିଏ ବର୍ଣ୍ଣବୃତ୍ତ
							Example : 
							ନାରାଚର ପ୍ରତ୍ୟେକ ପାଦରେ ଦୁଇଟି ନଗଣ ଏବଂ ଚାରିଟି ରଗଣ ହୋଇଥାଏ
							
Translation in other languages :
Meaning : ଗୋଟିଏ ମାତ୍ରା ଛନ୍ଦ
							Example : 
							ନାରାଚରେ ଚବିଶଟି ମାତ୍ରା ଥାଏ
							
Synonyms : ନାଗରାଜ
Translation in other languages :