Meaning : ଅଯଥାରେ ଦୋଷ ବା ଛିଦ୍ର ବାହାର କରିବା କ୍ରିୟା
							Example : 
							କେହିକେହି ଅନ୍ୟର ଦୋଷଦେଖା ଅଭ୍ୟାସରେ ପଡ଼ିଯାଆନ୍ତି
							
Synonyms : ଛିଦ୍ରାନ୍ୱେଷଣ
Translation in other languages :
बेकार में दोष या ऐब निकालने की क्रिया।
किसी-किसी को नुकता-चीनी करने की आदत ही पड़ जाती है।