Meaning : ଆଷାଢ଼ ଶୁକ୍ଳ ପକ୍ଷର ଏକାଦଶୀ
							Example : 
							ଦେବଶୟନଏକାଦଶୀକୁ ଭଗବାନ ବିଷ୍ଣୁଙ୍କ ଶୋଇବା ଦିନ ବୋଲି ବିଚାର କରାଯାଏ
							
Synonyms : ଆଷାଢ଼-ଶୁକ୍ଳ ଏକାଦଶୀ, ପଦ୍ମା ଏକାଦଶୀ, ଶୟନ, ଶୟନଏକାଦଶୀ
Translation in other languages :
आषाढ़ के शुक्ल पक्ष की एकादशी।
शयनैकादशी को भगवान विष्णु के सोने का दिन माना जाता है।