Meaning : ଗାଈ, ମଇଁଷି ଆଦି ଦୁହିଁବାର ପାରିଶ୍ରମିକ
							Example : 
							ଗଉଡ଼ ପ୍ରତିମାସରେ ଦୁଇଶହ ଟଙ୍କା ଲେଖାଏଁ ଦୁହାଁମଜୁରି ନେଉଛି
							
Synonyms : ଦୁହାଁମୂଲ, ଦୁହିଁବାମଜୁରି, ଦୁହିଁବାମୂଲ
Translation in other languages :
Something that remunerates.
Wages were paid by check.