Meaning : ଦିଗନ୍ତବୃତ୍ତର ଚାରିଭାଗରୁ କୌଣସି ଗୋଟିଏର ବିସ୍ତାର
							Example : 
							ମୋ ଘର  ଏ କ୍ଷେତ୍ରର ଉତ୍ତର ଦିଗରେ ପବନର ଦିଗ ବଦଳି ଯାଇଛି
							
Synonyms : ଦିଶା
Translation in other languages :
The spatial relation between something and the course along which it points or moves.
He checked the direction and velocity of the wind.Meaning : କୌଣସି ବିଶେଷ କାର୍ଯ୍ୟ,ପରିସ୍ଥିତି ଆଦିର ହେଉଥିବା ଘଟଣା ବା ସ୍ଥିତି
							Example : 
							ଆପଣଙ୍କୁ ଶିକ୍ଷା ସହିତ ଉଦ୍ୟୋଗର ଦିଗ ବି ବଦଳାଇବାକୁ ପଡିବ
							
Translation in other languages :
किसी विशेष कार्य, परिस्थिति आदि के होने या घटने की स्थिति।
आपको शिक्षा के साथ ही उद्योग की दिशा भी बदलनी होगी।Meaning : କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଏପାଖ ସେପାଖର ବିବରଣୀ
							Example : 
							ଆପଣ କେଉଁ ଦିଗକୁ ଯାଉଛନ୍ତି
							
Translation in other languages :
A place within a region identified relative to a center or reference location.
They always sat on the right side of the church.Meaning : କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ
							Example : 
							ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ
							
Synonyms : ପକ୍ଷ
Translation in other languages :
Meaning : ସେନାର କୌଣସି ପକ୍ଷ (ବାମ ବା ଡାହାଣ)
							Example : 
							ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ
							
Synonyms : ପକ୍ଷ
Translation in other languages :