Subscribe
URL of the page has been copied to clipboard.
Meaning : କାହାକୁ ଦେବତୁଲ୍ୟ ମାନିକରି ତାଙ୍କୁ ଭକ୍ତି କରୁଥିବା ବା ତାଙ୍କୁ ପରମ ମହତ୍ମା ମାନୁଥିବା ବ୍ୟକ୍ତି
Example : ସେ ଗାନ୍ଧିଜୀଙ୍କର ବଡ଼ ଭକ୍ତ
Synonyms : ଉପାସକ, ପୂଜାରୀ, ଭକ୍ତ, ସେବକ
Translation in other languages :हिन्दी English
किसी को देवतुल्य मानकर उसकी भक्ति करनेवाला या उसका परम महत्त्व माननेवाला व्यक्ति।
An ardent follower and admirer.
Meaning : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
Example : ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
Synonyms : ଆଶ୍ରିତ, ଗୁଲାମ, ସେବକ
अपनी सेवा कराने के लिये मूल्य देकर खरीदा हुआ व्यक्ति।
A person who is owned by someone.
Meaning : ବେତନ ନେଇ ସେବା କରୁଥିବା ଲୋକ
Example : ମୋ ଚାକର ସପ୍ତାହକପାଇଁ ଘରକୁ ଯାଇଛି
Synonyms : ଚାକର, ନଉକର, ପରିଚାରକ, ଭୃତ୍ୟ, ସେବକ
वह जो वेतन आदि लेकर सेवा करता हो।
A person working in the service of another (especially in the household).
Install App