Meaning : ଚିନ୍ତା,ଆଶଙ୍କା,ଭୟ ଆଦି ଉତ୍ପନ୍ନ କରିବା
							Example : 
							ମୋ ହୃଦୟକୁ ଥରାଅ ନାହିଁ, ମୁଁ ବହୁତ ଦୁର୍ବଳ
							
Synonyms : ଡରାଇବା, ଭୟଭୀତ କରାଇବା, ସ୍ପନ୍ଦିତ କରିବା
Translation in other languages :
Meaning : କମ୍ପିବାପାଇଁ ପ୍ରବୃତ୍ତ କରିବା
							Example : 
							ଶ୍ୟାମ ନିଜ ହାତ ଥରାଉଛି
							
Synonyms : କମ୍ପନ କରିବା, କମ୍ପାଇବା, ଥରେଇବା
Translation in other languages :