Meaning : ଯିଏ ତର୍କଶାସ୍ତ୍ର ଜାଣିଛି
							Example : 
							ସେ ଜଣେ କୁଶଳ ତର୍କଶାସ୍ତ୍ରୀ
							
Synonyms : ତାର୍କିକ
Translation in other languages :
वह जो तर्कशास्त्र का ज्ञाता हो।
वह एक कुशल तर्कशास्त्री है।Meaning : ତର୍କଶାସ୍ତ୍ରରେ ବିଜ୍ଞ ବ୍ୟକ୍ତି
							Example : 
							ମୋ ସନ୍ଦେହର ସମାଧାନ କରିବାପାଇଁ କୌଣସି ଜଣେ ତର୍କବିଜ୍ଞାନୀଙ୍କୁ ଖୋଜୁଛି
							
Synonyms : ତର୍କବିଜ୍ଞାନୀ