Meaning : ପତ୍ର, କାଚ ବା ଧାତୁର ବହୁତ ଛୋଟ ବିନ୍ଦି ଯାହା ସ୍ତ୍ରୀଲୋକମାନେ ମୁଣ୍ଡରେ ଲଗାନ୍ତି
							Example : 
							ତା ମୁଣ୍ଡ ଉପରେ ସୁନାର ଟିକିଲି ଶୋଭା ପାଉଛି
							
Synonyms : ବିନ୍ଦି
Translation in other languages :
Meaning : ରୁପେଲି କିମ୍ବା ସୁନେଲି ଧାତବ ପାତର ଗୋଲାକାର ଛୋଟଛୋଟ ଖଣ୍ଡ
							Example : 
							ଶାଢୀରେ ଲଗାଯାଇଥିବା ଚୁମୁକି ଝିଲ୍ମିଲ୍ କରୁଛି
							
Translation in other languages :