Meaning : ଔଷଧ କାମରେ ଲାଗୁଥିବା ଗୋଟିଏ ଗଛ
							Example : 
							ଚିତାରେ କେତେପ୍ରକାରର ଔଷଧ ତିଆରି ହୁଏ
							
Translation in other languages :
Any plumbaginaceous plant of the genus Plumbago.
plumbagoMeaning : ବିଲେଇ ଜାତିର ଗୋଟିଏ ହିଂସ୍ର ଜଙ୍ଗଲୀ ପଶୁ
							Example : 
							ଚିତାବାଘ ଖୁବ ଜୋରରେ ଦୌଡ଼ିପାରିବା ପଶୁ
							
Translation in other languages :
Meaning : ଶବ ଜଳାଯାଉଥିବା ବଛାବଛା କାଠର ଗଦା
							Example : 
							ଆଜିର ପରିବେଶ ଦେଖି ଏଭଳି ଲାଗୁଛି ଯେ ଗାନ୍ଧିଙ୍କ ଚିତା ସହିତ ହିଁ ଆପଣାଆପଣା ମଧ୍ୟରେ ସଦ୍ଭାବ,  ପ୍ରେମ,ଅହିଂସା ସବୁକିଛି ଜଳି ପାଉଁଶ ହୋଇଗଲାଣି
							
Translation in other languages :