Meaning : ପଠାଯାଉଥିବା ମାଲ୍ର ରସିଦ୍ ଯାହାକୁ ଦେଖାଇଲେ ପାଇବା ଲୋକକୁ ସେହି ମାଲ୍ ମିଳେ
							Example : 
							ପାଟଣା ରେଳ ଷ୍ଟେସନରେ ଚାଲାଣ ଦେଖାଇ ମାମୁ ପାର୍ସଲ ପାଇଲେ
							
Synonyms : ବିଲ୍ଟି
Translation in other languages :
A receipt given by the carrier to the shipper acknowledging receipt of the goods being shipped and specifying the terms of delivery.
bill of lading, waybill