Meaning : କୌଣସି ସଂଖ୍ୟାର ତୃତୀୟଘାତ
							Example : 
							ପାଞ୍ଚ ଘନରୁ ଦୁଇ ଘନ କମାଇଦିଅ
							
Synonyms : କ୍ୟୂବ୍
Translation in other languages :
Meaning : ତାଳ ଦେବାକୁ ଗୋଟିଏ ବାଜା
							Example : 
							ଜଗନ୍ନାଥ ଘନ ବଜାଉଛି
							
Translation in other languages :
Any of various devices or contrivances that can be used to produce musical tones or sounds.
instrument, musical instrumentMeaning : କୌଣସି ଅଙ୍କକୁ ସେହି ଅଙ୍କରେ ଦୁଇଥର ଗୁଣନ କଲେ ମିଳୁଥିବା ଗୁଣନଫଳ
							Example : 
							ଦୁଇର ଘନ ଆଠ ହୁଏ
							
Translation in other languages :
Meaning : ଲମ୍ବା,ଚଉଡା ତଥା ଉଚ୍ଚାରେ ସମାନଥିବା ଏପରି ଆକୃତି ବିଶିଷ୍ଟ ଗୋଟିଏ ବସ୍ତୁ
							Example : 
							ଘନର ଛଅ ବର୍ଗାକାର ସମାନ ହୋଇଥାଏ
							
Translation in other languages :