Meaning : ଖାଇବା ପିଇବା ଜିନିଷ ଅଧିକ ମାତ୍ରାରେ ଖାଇବା ଓ ପିଇବା
							Example : 
							ଭାନୁ ଦୋକାନରେ ରସଗୋଲା ଗିଳୁଛି
							
Synonyms : ଗିଳିବା, ଗ୍ରାସକରିବା
Translation in other languages :
Meaning : ପୁରା ପେଟଭରି ଖାଇବା
							Example : 
							ମୁଁ ଆଜି ପାର୍ଟିରେ ଖୁବ ଠୁଙ୍କିଲି
							
Synonyms : ଠୁଙ୍କିବା, ତଣ୍ଟିଯାଏ ଖାଇବା
Translation in other languages :