Meaning : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା
							Example : 
							ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି  ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ
							
Synonyms : ଉଦ୍ଦେଶ୍ୟ, ଲାଭ, ସ୍ୱାର୍ଥ
Translation in other languages :
Concern for your own interests and welfare.
egocentrism, egoism, self-centeredness, self-concern, self-interest