Meaning : ଦୁଇଟି ସିଧା ରେଖାର ପରସ୍ପର ମିଳିତ ହେବାର ସ୍ଥାନ
							Example : 
							ଏହି କୋଣ ପଇଁଚାଳିଶ ଅଂଶର
							
Translation in other languages :
Meaning : ବିଭିନ୍ନ ଦିଗରୁ ଆସି ଗୋଟିଏ ସ୍ଥାନରେ ମିଶୁଥିବା ରେଖା ବା ପୃଥିବୀ ପୃଷ୍ଠର ସ୍ଥାନ
							Example : 
							ମିଠାଇ ଦୋକାନ ବଜାରର ଦକ୍ଷିଣ କୋଣରେ ଅବସ୍ଥିତ
							
Translation in other languages :