Meaning : ଖରାପ ଶାସନ
							Example : 
							କଂସର କୁଶାସନରେ ପ୍ରଜାମାନେ ଭୟଭୀତ ଥିଲେ
							
Synonyms : ଅନ୍ଧାରୀ ଶାସନ
Translation in other languages :
Meaning : କୁଶରେ ତିଆରି ଛୋଟ ପଟି
							Example : 
							ପଣ୍ଡିତ କୁଶାସନ ଉପରେ ବସି ପୂଜା କରୁଛନ୍ତି
							
Translation in other languages :