Meaning : ସଂପୂର୍ଣ୍ଣ ଜାତିର ଗୋଟିଏ ରାଗିଣୀ
							Example : 
							ସଂଗୀତଜ୍ଞ କାବେରୀ ରାଗରେ ଗାଉଥିଲେ
							
Translation in other languages :
Meaning : ଦକ୍ଷିଣ ଭାରତରେ ପ୍ରବାହିତ ହେଉଥିବା ଏକ ନଦୀ
							Example : 
							କାବେରୀ ନଦୀର ଜଳକୁ ନେଇ କର୍ଣ୍ଣାଟକ ଓ ତାମିଲନାଡ଼ୁ ମଧ୍ୟରେ ବିବାଦ ଘନୀଭୂତ ହୋଇଛି
							
Synonyms : କାବେରୀ ନଦୀ
Translation in other languages :
दक्षिण भारत में बहनेवाली एक नदी।
कावेरी नदी के जल को लेकर कर्नाटक और तमिलनाडु में विवाद गहराया।