Meaning : ଦ୍ୱାରର ଚୌକାଠର ନିମ୍ନରେ ଥିବା କାଠ ବା ପଥର ଯାହା ଭୂମିଉପରେ ଥାଏ
							Example : 
							ଦୁଆରବନ୍ଧ ଉପରେ ବସିବା ଅଶୁଭ
							
Synonyms : ଏରୁଣ୍ଡିବନ୍ଧ, ଦୁଆରବନ୍ଧ
Translation in other languages :
Meaning : ଦ୍ୱାର ପାଖର ଭୂମି
							Example : 
							ସଞ୍ଜବେଳେ ଏରୁଣ୍ଡି ଉପରେ ବସିବା
							
Translation in other languages :