Meaning : ଯେ କାହାକୁ କିଛି କେବେ ମାଗେନାହିଁ
							Example : 
							ଅଯାଚକ ବ୍ୟକ୍ତି ମାଗିବା ଅପେକ୍ଷା ମରିବାକୁ ପସନ୍ଦ କରନ୍ତି
							
Synonyms : ଅଯାଚକ
Translation in other languages :
Meaning : ମଗା ନ ହୋଇଥିବା
							Example : 
							ତାକୁ ଅଯାଚିତ ଧନର ଭଣ୍ଡାର ମିଳିଗଲା
							
Synonyms : ଅପ୍ରାର୍ଥିତ, ଅଯାଚିତ
Translation in other languages :