Meaning : ଯାହା ପାଇଁ ଅନୁବୃତ୍ତି ମିଳେ ବା ମିଳି ପାରିବ
							Example : 
							ସବୁ କର୍ମଚାରୀମାନଙ୍କୁ ଅନୁବୃତ୍ତିକ ସୁବିଧାଗୁଡ଼ିକ ମିଳେନାହିଁ
							
Translation in other languages :
जिसके लिए अनुवृत्ति मिलती या मिल सकती हो।
सभी कर्मचारियों को अनुवृत्तिक सुविधाएँ नहीं होती हैं।Meaning : ଅନୁବୃତ୍ତି ସମ୍ବନ୍ଧୀ
							Example : 
							ସେ ନିଜ ଅନୁବୃତ୍ତିକ ଧନ ନେବାକୁ ବ୍ୟାଙ୍କ ଯାଇଛି
							
Translation in other languages :