Meaning : ଗୋଟିଏ ହାତ ଓ ଅଙ୍ଗୁଳିକୁ ଟେଢ଼ା କରି ତିଆରି କରାଯାଇଥିବା ଖାଲ ଯେଉଁଥିରେ ଭର୍ତ୍ତିକରି କିଛି ଦିଆ ବା ନିଆଯାଏ
							Example : 
							ସେ ପୋଷରେ ପଞ୍ଚାମୃତ ନେଲା
							
Translation in other languages :
Meaning : ଦୁଇ ହାତକୁ ମିଶାଇ ତେଢ଼ା କଲେ ହେଉଥିବା ଖାଲ ଯେଉଁଥିରେ କିଛି ନିଆଯାଇପାରିବ ବା ଦିଆଯାଇପାରିବ
							Example : 
							ସେ ଆଞ୍ଜୁଳାରେ ଫୁଲନେଇ ଭଗବାନଙ୍କ ଉପରେ ଚଢ଼ାଇଲା
							
Translation in other languages :