Meaning : ମୁଁହରୁ ନିଆଁ ବାହାର କରୁଥିବା ଭୂତ
							Example : 
							ଲୋକକଥାରେ ବର୍ଣ୍ଣିତ ଉଲ୍କାମୁଁହାଭୂତ ଯିବା ସମୟରେ ତା ମୁଁହରୁ ନିଆଁ ବାହାର କରେ
							
Synonyms : ଅଗ୍ନିମୁଁହାବେତାଳ, ଉଲ୍କାମୁଁହାଭୂତ
Translation in other languages :
मुँह से आग फेंकनेवाला भूत।
कथाओं में वर्णित अगियावैताल चलते समय अपने मुख से आग उत्पन्न करते हैं।