Meaning : ପ୍ରଦୂଷଣ ରହିତ ବାୟୁ
							Example : 
							ବୃଦ୍ଧିପ୍ରାପ୍ତ ପ୍ରଦୂଷଣ କାରଣରୁ ମୁକ୍ତପବନ ପ୍ରାପ୍ତି ଦୁର୍ଲ୍ଲଭ ହୋଇଗଲାଣି
							
Synonyms : ମୁକ୍ତ ପବନ, ଶୁଦ୍ଧପବନ
Translation in other languages :
प्रदूषण रहित वायु।
बढ़ते हुए प्रदूषण के कारण शुद्ध हवा मिलना दुर्लभ हो गया है।