Meaning : କାହା ପାଇଁ ଜାଗା ସୁରକ୍ଷିତ କରିବା
							Example : 
							ନାଟକ ଦେଖିବା ନିମନ୍ତେ ସେ ମୋ ପାଇଁ ସିଟ ସଂରକ୍ଷଣ କଲେ
							
Synonyms : ଆରକ୍ଷଣ କରିବା
Translation in other languages :
Meaning : ଫଳଆଦି ସଢିବା ବା ଖରାପ ହେବାରୁ ରକ୍ଷାକରିବା
							Example : 
							ଫଳଆଦିକୁ ଥଣ୍ଡା ଘରେ ସଂରକ୍ଷିତକରି ରଖନ୍ତୁ
							
Synonyms : ସଂରକ୍ଷିତକରି ରଖିବା, ସୁରକ୍ଷିତକରି ରଖିବା