Subscribe
URL of the page has been copied to clipboard.
Meaning : ନୂଆଗଛ ପତ୍ରଯୁକ୍ତ ଓ ସବୁଜ ହେବା
Example : ପାଣି ପାଇବାରୁ ଶୁଖି ଯାଇଥିବା ଗଛ ପଲ୍ଲବିତ ହେଲା
Synonyms : ପଲ୍ଲବିତ ହେବା
Translation in other languages :हिन्दी
नये पौधे का पत्तेयुक्त और हराभरा होना।
Meaning : ଗଛପତ୍ର ଶାଗୁଆ ଦେଖାଯିବା
Example : ପାଣି ପଡ଼ିବାକ୍ଷଣି ଖରାରେ ମଉଳି ଯାଇଥିବା ଗଛ ସବୁଜ ହୋଇଗଲା
Synonyms : ସବୁଜ ହେବା
Translation in other languages :हिन्दी English
पेड़-पौधों का हरा होना।
Turn or become green.
Install App