Meaning : ଜଳରେ ସଫା କରିବା କାମ
							Example : 
							ହସ୍ତ ପ୍ରକ୍ଷାଳନ କଲା ପରେ ଆମେ ଖାଇବା ଉଚିତ
							
Translation in other languages :
Meaning : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା
							Example : 
							ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ
							
Synonyms : ପରିଷ୍କାର କରିବା, ସଫାକରିବା
Translation in other languages :