Meaning : ପୁରୁଷମାନଙ୍କୁ ମୋହିତ କରିବାପାଇଁ ନାରୀମାନଙ୍କର ମନୋହର ଚେଷ୍ଟା
							Example : 
							ଶୀଲାର ହାବଭାବରେ ପ୍ରଭାବିତହୋଇ ବିନୋଦ ତାକୁ ବିବାହ କଲା
							
Translation in other languages :
Meaning : ସାମାଜିକ ସମ୍ବନ୍ଧ ଅନୁସାରେ ଅନ୍ୟ ସହିତ କରାଯାଉଥିବା ଆଚରଣ
							Example : 
							ତା’ର ବ୍ୟବହାର ଭଲ ନୁହେଁ
							
Synonyms : ଆଚରଣ, ଆଚାର, ବାଗ, ବ୍ୟବହାର, ରଙ୍ଗଢଙ୍ଗ
Translation in other languages :
सामाजिक संबंधों में औरों के साथ किया जाने वाला आचरण।
उसका व्यवहार अच्छा नहीं है।