Meaning : ଯେଉଁଥିରେ ଥକା ହେବନାହିଁ ବା ଥକା ରହିତ
							Example : 
							ମୀରା ଅକ୍ଳାନ୍ତ ପରିଶ୍ରମ କରି ତା ଲକ୍ଷ ହାସଲ କଲା ଶ୍ୟାମ ଅକ୍ଳାନ୍ତ ପରିଶ୍ରମୀ ବ୍ୟକ୍ତି
							
Synonyms : ଅକ୍ଳାନ୍ତ, ଅବିଶ୍ରାନ୍ତ
Translation in other languages :
Showing sustained enthusiastic action with unflagging vitality.
An indefatigable advocate of equal rights.