Meaning : ଗୋଟିଏ ପ୍ରକାରର ଉଲ୍ କପଡ଼ା
							Example : 
							କମ୍ବଳରୁ ବହୁପ୍ରକାରର ପୋଷାକ ତିଆରି ହୁଏ
							
Translation in other languages :
Meaning : ଏକ ପ୍ରକାର କମ୍ବଳ
							Example : 
							ସେ ଥଣ୍ଡାରୁ ରକ୍ଷା ପାଇବାପାଇଁ କମ୍ବଳ ଘୋଡ଼ିହେଲା
							
Translation in other languages :
Meaning : ଉଲ୍ଆଦିରେ ବୁଣା ହୋଇଥିବା ମୋଟା ବସ୍ତ୍ର ଯାହା ଘୋଡ଼ିହେବାଆଦି କାମରେ ଲାଗେ
							Example : 
							ରାମୁ ମଞ୍ଚା ଉପରେ କମ୍ବଳ ଘୋଡ଼ିହୋଇ ଶୋଇ ଥିଲା
							
Synonyms : କଂବଳ
Translation in other languages :