Meaning : ଯେଉଁ କାମ କରିବାପାଇଁ କଠିନତାର ମୁକାବିଲା କରିବାକୁ ପଡ଼େ
							Example : 
							ଛୋଟ ପିଲାଙ୍କୁ ପଢ଼ାଇବା କଠିନ କାମ
							
Synonyms : କଠିନ କାର୍ଯ୍ୟ, ଜଟିଳ କାମ
Translation in other languages :
वह कार्य जिसे करने में कठिनाई का सामना करना पड़े।
छोटे बच्चों को पढ़ाना कठिन काम है।