Meaning : ଯାହାଙ୍କୁ ମାଗିବାର ଆବଶ୍ୟକତା ନ ଥାଏ
							Example : 
							ଅଯାଚକ ସନ୍ଥମାନଙ୍କୁ ଭଗବାନଙ୍କ ବିନା ମଗାରେ ସବୁ କିଛି ଦେଇ ଦିଅନ୍ତି
							
Translation in other languages :
जिसे माँगने की आवश्यकता न हो।
अयाच्य संतों को भगवान बिना माँगे ही सब कुछ दे देते हैं।Meaning : ଯେ କାହାକୁ କିଛି କେବେ ମାଗେନାହିଁ
							Example : 
							ଅଯାଚକ ବ୍ୟକ୍ତି ମାଗିବା ଅପେକ୍ଷା ମରିବାକୁ ପସନ୍ଦ କରନ୍ତି
							
Synonyms : ଅମଗା
Translation in other languages :