Meaning : ନିଜ ଘର ବା ଦୋକାନଆଦି ଭଡ଼ାରେ ଦେଲା ସମୟରେ ମାଲିକ ଭଡ଼ା ବ୍ୟତୀତ ଯେଉଁ ଧନ ନେଇଥାଏ
							Example : 
							ସେ  ଦୁଇଟି କୋଠରୀ ପାଇଁ କୋଡ଼ିଏ ହଜାର ଟଙ୍କା ଅଗ୍ରୀମ ଏବଂ  ମାସିକ ଦୁଇ ହଜାର ଟଙ୍କା ଭଡ଼ା ମାଗୁଛି
							
Synonyms : ସଲାମୀ
Translation in other languages :
Money given as security for an article acquired for temporary use.
His deposit was refunded when he returned the car.