অর্থ : ଯେ ବ୍ୟକ୍ତି ସହରରେ ବାସ କରେ ବା ରୁହେ
							উদাহরণ : 
							ଜଣେ ସହରୀ ବୁଲିବାପାଇଁ ଆମ ଗାଁକୁ ଆସିଛନ୍ତି
							
অন্যান্য ভাষায় অনুবাদ :
অর্থ : ଯେ ନଗରରେ ବାସ କରନ୍ତି ବା ନଗରରେ ରହନ୍ତି
							উদাহরণ : 
							ସହରୀ ଲୋକ ଗ୍ରାମୀଣମାନଙ୍କ ଅପେକ୍ଷା ଅଧିକ ଶିକ୍ଷିତ ହୋଇଥାନ୍ତି
							
সমার্থক : ଟାଉନିଆ, ନଗର ନିବାସୀ, ନଗର ବାସୀ, ସହରିଆ
অন্যান্য ভাষায় অনুবাদ :
অর্থ : ନଗର କିମ୍ବା ସହର ସହ ସମ୍ବନ୍ଧିତ
							উদাহরণ : 
							ସେ ସହରୀ ଜୀବନ ପସନ୍ଦ କରେନାହିଁ
							
সমার্থক : ନଗରୀୟ
অন্যান্য ভাষায় অনুবাদ :