অর্থ : ଇଲୋକ୍ଟ୍ରନିକ୍ ମାଧ୍ୟମରେ ଅଭିଲିଖିତ ତଥା ପ୍ରସ୍ତୁତ ଧ୍ବନି
							উদাহরণ : 
							ଅନ୍ଧଙ୍କୁ ପଢାଇବା ନେଇ ଶ୍ରବ୍ୟ ବହୁତ ଆବଶ୍ୟକ ବୋଲି ପ୍ରମାଣିତ ହୋଇଛି
							
অন্যান্য ভাষায় অনুবাদ :
অর্থ : ଯାହା ଶୁଣିବା ଯୋଗ୍ୟ
							উদাহরণ : 
							ସେ ଯେଉଁଭଳି ଭାଷା ବ୍ୟବହାର କରୁଛି ତାହା ଶ୍ରବଣୀୟ ନୁହେଁ
							
সমার্থক : ଶୁଣିବାଯୋଗ୍ୟ, ଶ୍ରବଣୀୟ
অন্যান্য ভাষায় অনুবাদ :
অর্থ : ଯାହା ଶୁଣାଯାଇପାରିବ
							উদাহরণ : 
							ତାର ଧୀର ଶ୍ରବଣୀୟ ସ୍ୱରରେ ଏକ ପ୍ରକାରର ମଧୁରତା ଅଛି  ତାର ସ୍ୱର ଧୀର ମନ୍ଥର କିନ୍ତୁ ଶ୍ରବଣୀୟ
							
অন্যান্য ভাষায় অনুবাদ :