অর্থ : ମଝିଲା ଆକାରର ଏକ ବୃକ୍ଷ ଯେଉଁଥିରେ ଛୋଟ ସୁଗନ୍ଧିତ ଫୁଲଫୁଟେ
							উদাহরণ : 
							ଗଙ୍ଗଶିଉଳି ଫୁଲ ଫୁଟିଲାପରେ ମାଟିଉପରେ ଖସିପଡ଼େ
							
সমার্থক : ଗଙ୍ଗଶିଉଳି, ଶିଙ୍ଗାରହାର, ଶେଫାଳି, ଶେଫାଳିକା
অন্যান্য ভাষায় অনুবাদ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeঅর্থ : ଗୋଟିଏ ସୁଗନ୍ଧିତ ଧଳାଫୁଲ ଯାହାର ଡେମ୍ଫ ନାରଙ୍ଗୀ ରଙ୍ଗର ହୋଇଥାଏ
							উদাহরণ : 
							ଛୋଟ ଛୋଟ ପିଲାମାନେ ଫୁଲମାଳ ଗୁନ୍ଥିବାପାଇଁ ଶେଫାଳି ଫୁଲ ଗୋଟାଉଥିଲେ
							
সমার্থক : ଗଙ୍ଗଶିଉଳି, ଶିଙ୍ଗାରହାର, ଶେଫାଳି, ଶେଫାଳିକା
অন্যান্য ভাষায় অনুবাদ :