অর্থ : ଚନ୍ଦ୍ରମା ବା ତାହାର ଜ୍ୟୋତିର ଷୋହଳତମ ଭାଗ ବା ଅଂଶ
							উদাহরণ : 
							ପୂର୍ଣ୍ଣିମାର ଚନ୍ଦ୍ରମା ନିଜର ଷୋହଳ କଳାରେ ଯୁକ୍ତ ହୋଇଥାଏ
							
সমার্থক : କଳା, ଚନ୍ଦ୍ରକଳା, ଚନ୍ଦ୍ରରେଖା, ଶଶୀରେଖ, ଶଶୀରେଖା
অন্যান্য ভাষায় অনুবাদ :
অর্থ : ଗୋଟିଏ ବର୍ଣ୍ଣବୃତ୍ତ
							উদাহরণ : 
							ମଣି ଗୁଣର ପ୍ରତ୍ୟେକ ପାଦରେ ଚାରଟି ନଗଣ ଏବଂ ଗୋଟିଏ ସଗଣ ହୋଇଥାଏ
							
সমার্থক : ମଣି ଗୁଣ
অন্যান্য ভাষায় অনুবাদ :