ପୟୋଧର (ବିଶେଷ୍ୟ)
ପୃଥିବୀସ୍ଥ ଜଳରୁ ବାହାରୁଥିବା ବାଷ୍ପ ଯାହା ଘନୀଭୂତ ହୋଇ ଆକାଶରେ ଆଚ୍ଛାଦିତ ହୋଇଯାଏ ଏବଂ ଯେଉଁଥିରୁ ପାଣି ବରଷେ
ଉପଭୋଗ (ବିଶେଷ୍ୟ)
କୌଣସି ବସ୍ତୁର ବ୍ୟବହାରରେ ସୁଖ ବା ମଜା ନେବାର କ୍ରିୟା
ଅମ୍ବର (ବିଶେଷ୍ୟ)
ପୃଥିବୀସ୍ଥ ଜଳରୁ ବାହାରୁଥିବା ବାଷ୍ପ ଯାହା ଘନୀଭୂତ ହୋଇ ଆକାଶରେ ଆଚ୍ଛାଦିତ ହୋଇଯାଏ ଏବଂ ଯେଉଁଥିରୁ ପାଣି ବରଷେ
ଉପହାର (ବିଶେଷ୍ୟ)
ବିବାହ ଅବସରରେ ବର ପକ୍ଷରୁ କନ୍ୟାକୁ ଦିଆଯାଉଥିବା ଗହଣା
ବାଦଲ (ବିଶେଷ୍ୟ)
ପୃଥିବୀସ୍ଥ ଜଳରୁ ବାହାରୁଥିବା ବାଷ୍ପ ଯାହା ଘନୀଭୂତ ହୋଇ ଆକାଶରେ ଆଚ୍ଛାଦିତ ହୋଇଯାଏ ଏବଂ ଯେଉଁଥିରୁ ପାଣି ବରଷେ
ଅମ୍ବୋଦର (ବିଶେଷ୍ୟ)
ପୃଥିବୀସ୍ଥ ଜଳରୁ ବାହାରୁଥିବା ବାଷ୍ପ ଯାହା ଘନୀଭୂତ ହୋଇ ଆକାଶରେ ଆଚ୍ଛାଦିତ ହୋଇଯାଏ ଏବଂ ଯେଉଁଥିରୁ ପାଣି ବରଷେ
ବିଶେଷଣ (ବିଶେଷ୍ୟ)
ଯେଉଁ ପରିବର୍ତ୍ତନଶୀଳ ଶବ୍ଦ କୌଣସି ସଂଜ୍ଞାବାଚକ ଶବ୍ଦର ବିଶେଷତ୍ୱ ସୂଚିତ କରେ
ବଢ଼ିଆ (ବିଶେଷଣ)
ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
ଜଳଦ (ବିଶେଷ୍ୟ)
ପୃଥିବୀସ୍ଥ ଜଳରୁ ବାହାରୁଥିବା ବାଷ୍ପ ଯାହା ଘନୀଭୂତ ହୋଇ ଆକାଶରେ ଆଚ୍ଛାଦିତ ହୋଇଯାଏ ଏବଂ ଯେଉଁଥିରୁ ପାଣି ବରଷେ
ବ୍ୟବହାରକାରୀ (ବିଶେଷଣ)
ବସ୍ତୁ,ସେବା ଆଦିର ଉପଭୋଗ କରୁଥିବା ବା ସେଗୁଡ଼ିକୁ କାମରେ ଲଗାଉଥିବା ବ୍ୟକ୍ତି