অর্থ : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
							উদাহরণ : 
							ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
							
অন্যান্য ভাষায় অনুবাদ :
অর্থ : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
							উদাহরণ : 
							ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
							
সমার্থক : ମୁଠି
অন্যান্য ভাষায় অনুবাদ :
অর্থ : ଚାପିବା, କଷିବା ଆଦିର ଉପକରଣ
							উদাহরণ : 
							ବହିବନ୍ଧାଳୀ ଚାପୁଆଣିରେ ଚାପି ବହିର ପୃଷ୍ଠା କାଟେ
							
সমার্থক : ଚାପୁଆଣି
অন্যান্য ভাষায় অনুবাদ :
অর্থ : ଧରିବାର କାର୍ଯ୍ୟ
							উদাহরণ : 
							ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
							
অন্যান্য ভাষায় অনুবাদ :