অর্থ : ଜଣେ ଦୈତ୍ୟ
							উদাহরণ : 
							ପୁରାଣଗୁଡ଼ିକରେ ମହାମାୟାର ବର୍ଣ୍ଣନା ମିଳେ
							
অন্যান্য ভাষায় অনুবাদ :
অর্থ : ଯେଉଁ ଦେବୀ ଅନେକ ଅସୁରଙ୍କୁ ବଧ କରିଥିଲେ ଏବଂ ଯାହାଙ୍କୁ ଆଦିଶକ୍ତି ବୋଲି ବିଚାର କରାଯାଏ
							উদাহরণ : 
							ଦଶହରାରେ ଲୋକମାନେ ସ୍ଥାନେସ୍ଥାନେ  ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରନ୍ତି
							
সমার্থক : ଅପରାଜିତା, ଅପର୍ଣ୍ଣା, ଆଦିଶକ୍ତି, ଜଗଦମ୍ବା, ଜଗନ୍ମୋହିନୀ, ଦଶଭୂଜା, ଦୁର୍ଗା, ଦେବୀ, ପରମେଶ୍ୱରୀ, ମହିଷାସୁରମର୍ଦ୍ଦିନୀ, ଶାରଦା, ଶିବାନୀ, ସିଂହବାହିନୀ, ସୌମ୍ୟା
অন্যান্য ভাষায় অনুবাদ :
एक देवी जिन्होंने अनेक असुरों का वध किया और जो आदि शक्ति मानी जाती हैं।
नवरात्र में लोग जगह-जगह दुर्गा की प्रतिमा स्थापित करते हैं।অর্থ : ଜଣେ ବିଦ୍ୟାଧର
							উদাহরণ : 
							ମହାମାୟାଙ୍କ ବର୍ଣ୍ଣନା ପୁରାଣରେ ମିଳେ
							
অন্যান্য ভাষায় অনুবাদ :
An imaginary being of myth or fable.
mythical beingঅর্থ : ଆର୍ଯ୍ୟା ଛନ୍ଦର ଗୋଟିଏ ପ୍ରକାର
							উদাহরণ : 
							ମହାମାୟାରେ ପନ୍ଦରଟି ଗୁରୁ ଏବଂ ସତେଇଶଟି ଲଘୁ ବର୍ଣ୍ଣ ଥାଏ
							
অন্যান্য ভাষায় অনুবাদ :